
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2212.0400 | HW043
କର୍ଣ୍ଣ, ନାସା ଓ ଗଳାର ରୋଗ ନିର୍ଣ୍ଣୟ ଓ ଚିକିତ୍ସାରେ ବିଶେଷଜ୍ଞ ଥିବା ଡାକ୍ତରଙ୍କୁ କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ କୁହାଯାଏ ।
୧୯୧୭ ମସିହା ସେପ୍ଟେମ୍ବର ମାସରେ ବ୍ରିଟିଶ ଭାରତର ସିନ୍ଧ ପ୍ରଦେଶ (ବର୍ତ୍ତମାନ ପାକିସ୍ତାନରେ) ରେ ଲକ୍ଷୁମଲ ହିରାନନ୍ଦ ଖିଆରା ଜନ୍ମଗ୍ରହଣ କରିଥିଲେ । ସେ ମୁମ୍ବାଇର ଟୋପିୱାଲା ନ୍ୟାସନାଲ୍ ମେଡିକାଲ୍ କଲେଜ୍ ରୁ ୧୯୪୨ ମସିହାରେ ମେଡିସିନ୍ ରେ ସ୍ନାତକ ହାସଲ କରିଥିଲେ । କିଙ୍ଗ୍ ଏଡୱାର୍ଡ୍ ମେମୋରିଆଲ୍ ହସ୍ପିଟାଲ୍ ଏବଂ ସେଠ୍ ଗୋରଧନଦାସ ସୁନ୍ଦରଦାସ ମେଡିକାଲ୍ କଲେଜ୍ ରେ ଇଣ୍ଟର୍ନସିପ୍ କରିବା ପରେ ସେ ଲଣ୍ଡନ୍ ରେ ଅଧ୍ୟୟନ କରିଥିଲେ ଏବଂ ଏଫ୍ ଆର୍ ସିଏସ୍ ଡିଗ୍ରୀ ହାସଲ କରିଥିଲେ। ଭାରତ ଫେରି ସେ ତାଙ୍କ ଆଲମା ମାଟର୍ ଟୋପିୱାଲା ନ୍ୟାସନାଲ୍ ମେଡିକାଲ୍ କଲେଜ୍ ଏବଂ ବାଇ ଯମୁନାବାଇ ଲକ୍ଷ୍ମଣ ନାୟାର ଚାରିଟେବଲ୍ ହସ୍ପିଟାଲରେ ସମ୍ମାନଜନକ ଇଏନ୍ ଟି ସର୍ଜନ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ କ୍ୟାରିୟରରେ ପଦ୍ମଭୂଷଣ, ଧନବନ୍ତରୀ ପୁରସ୍କାର, ଏଏଓ-ଏଚ୍ଏନ୍ଏସ୍ ଗୋଲଡେନ ଆୱାର୍ଡ, ସାର୍କ୍ ମିଲେନିୟମ୍ ଆୱାର୍ଡ ଏବଂ ଫିକି ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଇନ୍ ହେଲଥକେୟାର ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ ।
ମ୍ୟାକ୍ ଗିଲ୍ ୟୁନିଭର୍ସିଟି ମଣ୍ଟ୍ରିଏଲ୍, କାନାଡା
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ